ମେନୋପଜ୍ ସମୟରେ କେମିତି ନେବେ ନିଜର ଯତ୍ନ? | Care during Menopause in Odia | Dr Shabari Bhattacharya
About this video
ମେନୋପଜ୍ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍ସ ବନ୍ଦ ହୋଇଥାଏ? ପିରିୟଡ୍ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶବରି ଭଟ୍ଟାଚାର୍ଯ୍ୟଙ୍କଠାରୁ ଜାଣିବା। Menopause is a natural biological process that marks the end of a woman's menstrual cycle. While it is a normal part of aging, it can bring about certain health issues and changes in the body due to hormonal changes. Let's know more about menopause from Dr Shabari Bhattacharya, an Obstetrician and Gynaecologist.