ମାନସିକ ରୋଗ - କାରଣ, ଲକ୍ଷଣ, ଚିକିତ୍ସା | Dr Samrat Kar on Causes, Symptoms & Treatment of Mental illness

Dr Samrat Kar9 August 20208:15117K views

About this video

ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା, ଏହା ଜଣେ ସାଧାରଣ ବ୍ୟକ୍ତିର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଉଛି, ଯାହା ଫଳରେ ଆପଣଙ୍କ ସମାଜିକ ତଥା ବୃତ୍ତିଗତ ଜୀବନରେ ବ୍ୟାଘାତ ଘଟୁଛି, ତେବେ ଏହା ଚିନ୍ତାର ବିଷୟ। ଏହାକୁ ମାନସିକ ରୋଗ କହିପାରିବା। ତେବେ ମାନସିକ ରୋଗ କାହିଁକି ଦେଖାଦିଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।