କମିବ ପେଟ - ନିୟମିତ କରନ୍ତୁ ଏହି ୪ଟି ବ୍ୟାୟାମ | 4 Effective Exercises to Reduce Belly Fat in Odia

Swasthya Plus Network23 April 20213:272.1M views

About this video

ପେଟର ଚର୍ବିକୁ ନେଇ ଚିନ୍ତିତ କି? ତେବେ, ଘରେ ବିନା କୌଣସି ଉପକରଣ ସାହାଯ୍ୟରେ ବ୍ୟାୟାମ କରି ଆପଣ ନିଜ ପେଟ କମ କରିପାରିବେ। ଆସନ୍ତୁ ଏମିତି ୪ଟି ସହଜ ବ୍ୟାୟମ ବିଷୟରେ ଜାଣିବା, ଯାହା ଆପଣଙ୍କ ପେଟର ଚର୍ବିକୁ କମ କରିବା ସହିତ ଆପଣଙ୍କୁ ଫିଟ୍ ରଖିପାରିବ। Worried about belly fat? However, you can get flat belly by doing these exercises without any equipment at home. Here are four easy exercises that can help you to lose weight and keep you fit.