ହାତ ଝିମ୍ ଝିମ୍ କରୁଛି କି? | Carpal Tunnel Syndrome in Odia | Arm Numbness | Dr Payod Kumar Jena
About this video
କାର୍ପେଲ ଟନଲ ସିଣ୍ଡ୍ରୋମ୍ ହେଉଛି ଏକ ସମସ୍ୟା ଯେଉଁଥିରେ ହାତ ତଥା ଆଙ୍ଗୁଠିରେ ଯନ୍ତ୍ରଣା, ବଧିରା ବା ଝିମ୍ ଝିମ୍ ହୋଇଥାଏ। ଏହି କାର୍ପେଲ ଟନଲ ସିଣ୍ଡ୍ରୋମ୍ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।