ଗଣ୍ଠିବାତ ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରିବ କି? | Can Arthritis Be Cured? | Prof Dr Jyoti Ranjan Parida

Dr Jyoti Ranjan Parida24 October 20214:4153K views

About this video

ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ, ଥରେ ଗଣ୍ଠିବାତ ରୋଗ ହେଲେ ଜୀବନସାରା ଯନ୍ତ୍ରଣାରେ ରହିବାକୁ ପଡ଼ିବ। ତେବେ ଏହା କେତେ ସତ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା, ଆସନ୍ତୁ ଜାଣିବା। Most people think that once they have joint disease, they have to suffer for the rest of their lives. So how true is this? Let us find out Dr Jyoti Ranjan Parida, a Rheumatologist & Immunologist.