କ’ଣ କଲେ ହୃଦ୍ରୋଗ ହେବ ନାହିଁ | Tips for Healthy Heart in Odia | Dr Swetanka Das
About this video
ସୁସ୍ଥ ଶରୀର ଆମେ ସେତେବେଳେ କହିବା, ଯେତେବେଳେ ଆମ ସମ୍ପୂର୍ଣ୍ଣ ଶରୀର ଏବଂ ହାର୍ଟ ସୁସ୍ଥ ଭାବରେ କାର୍ଯ୍ୟ କରୁଥିବ। ଆସନ୍ତୁ ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱେତାଙ୍କ ଦାସଙ୍କଠାରୁ ଜାଣିବା ହାର୍ଟକୁ କେମିତି ସୁସ୍ଥ ରଖିବେ? Maintaining a healthy heart through lifestyle choices such as regular exercise, a balanced diet, and stress management significantly reduces the risk of cardiovascular diseases, enhances physical endurance, and promotes longevity and a high quality of life. Let's know more about So, how to keep your Heart Healthy from Dr Swetanka Das, a Cardiologist.