ଅଧିକ ଓଜନ ନେଇ ଚିନ୍ତିତ କି? | Diet to Lose Weight, in Odia | How to Reduce Obesity? | Truptimayee Pal

Truptimayee Pal8 July 20258:2518K views

About this video

ଅନେକ ରୋଗର କାରଣ ହେଉଛି ମେଦବହୁଳତା ବା ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର। ହେଲେ ଓଜନ କମିବ କେମିତି? କେବଳ ଏକ୍ସରସାଇଜ୍ କଲେ ଓଜନ କମିବ ନା ଡାଏଟ୍‌ର ବି ଭୂମିକା ରହୁଛି। ଆସନ୍ତୁ ଡାଏଟିସିଆନ୍‌ ତୃପ୍ତିମୟୀ ପାଲଙ୍କଠାରୁ ଏନେଇ ଅଧିକ ଜାଣିବା।