ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ଫିଜିଓଥେରାପିର ଭୂମିକା | Post Stroke Physiotherapy | Prof Patitapaban Mohanty

Prof Patitapaban Mohanty25 October 20235:491.7K views

About this video

ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ବ୍ୟକ୍ତି ପାରାଲିସିସ୍‌ ବା ପକ୍ଷାଘାତର ଶିକାର ହୋଇପାରେ। ତେଣୁ ମସ୍ତିଷ୍କ ଆଘାତ ପରେ ଫିଜିଓଥେରାପିର ଭୂମିକା ବେଶ୍‌ ଅଧିକ। ବ୍ୟକ୍ତିଙ୍କର ହାତ ଗୋଡ଼ ପୂର୍ବଭଳି କାର୍ଯ୍ୟକ୍ଷମ କରିବା ପାଇଁ ହେଲେ ବ୍ୟକ୍ତିଙ୍କୁ ଫିଜିଓଥେରାପିର ସାହାରା ନେବାକୁ ପଡ଼ିଥାଏ। ଆସନ୍ତୁ, ବ୍ରେନ୍‌ ଷ୍ଟ୍ରୋକ୍‌ ପୀଡ଼ିତଙ୍କ ପାଇଁ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ ବିଶିଷ୍ଟ ଫିଜିଓଥେରାପିଷ୍ଟ ତଥା ସ୍ଵାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଡରର ନିର୍ଦ୍ଦେଶକ ପ୍ରଫେସର ପତିତପାବନ ମହାନ୍ତିଙ୍କଠାରୁ ଅଧିକ ଜାଣିବା।