ଯାଦୁ କାହିଁକି ଭଲ ହେଉ ନାହିଁ? | Fungal Infection in Odia |Causes & Treatment| Dr Managobinda Srichandan
About this video
ଯାଦୁ ଏବେ ସହଜରେ ଭଲ ହେବାର ନାଁ ଧରୁନି। ଯଦି ଚିକିତ୍ସା ନକରି ରହିଯାଉଛନ୍ତି, ଯାଦୁ ଶରୀରର ଗୋଟିଏ ଯାଗାରୁ ଅନ୍ୟ ଯାଗକୁ ମାଡ଼ି ମାଡ଼ି ଯାଉଛି। କାହିଁକି ଯାଦୁ ସଂକ୍ରମଣ ବଢୁଛି? କେମିତି ଭଲ ହେବ ଯାଦୁ? ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।