କିଡ୍ନି ରୋଗୀ କ’ଣ ଖାଇବେ, କ'ଣ ନାହିଁ?|What to eat & avoid with Kidney Disease?| Dr Manas Ranjan Pradhan
About this video
ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍ନି ବା ବୃକକ୍। ଯଦି କୌଣସି କାରଣରୁ କିଡ୍ନି ଖରାପ ହୋଇଯାଏ, ତେବେ ସମ୍ପୂର୍ଣ୍ଣ ଶରୀର ଅଚଳ ହୋଇପଡ଼େ। କିଡ୍ନି ରୋଗର ଚିକିତ୍ସା ସମୟରେ ଡାଏଟର ଭୂମିକା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ। ରୋଗୀଙ୍କ ପାଇଁ କେତେକ ଖାଦ୍ୟ ବାରଣ ରହିଥାଏ। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଅଧିକ ଜାଣିବା। କିଡ୍ନି ରୋଗୀ କ’ଣ ଖାଇବେ, କେଉଁ ଖାଦ୍ୟରୁ ଦୂରେଇ ରହିବେ? Diet plays an important role in managing kidney disease and supporting overall health. The right food choices can help reduce the workload on the kidneys, maintain proper nutrition, and prevent complications. Let's learn more from Dr Manas Ranjan Pradhan, a Urologist. What to eat & avoid with Kidney Disease? in Odia