ଯୁବପିଢ଼ିଙ୍କ ପାଇଁ ବିପଦ ଇଣ୍ଟରନେଟ୍ ନିଶା। Dr Snehanshu Dey on Internet Addiction in Odia
About this video
ଆଜିକାଲି ସବୁ ବୟସର ଲୋକ ଇଣ୍ଟରନେଟ୍ ନିଶାର ଶିକାର ହେଉଛନ୍ତି। ଫଳରେ ଏହା ତାଙ୍କର ସାମାଜିକ ଓ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଉଛି। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ନିଶା କାହିଁକି ବଢ଼ୁଛି? ଏଥିରୁ ମୁକୁଳିବେ କିପରି? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ କ’ଣ କହୁଛନ୍ତି, ଜାଣନ୍ତୁ।