Skip to main content

ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena

Dr Subhrasnu Sekhar Jena4 April 202111:05117K views

About this video

ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥି ବୋଲି କୁହାଯାଏ। ତେବେ ନ୍ୟୁରୋପାଥି ହେବାର କାରଣ ସବୁ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଜାଣନ୍ତୁ।