ପ୍ରସବ ପରେ ଅବସାଦ – କେମିତି କରିବେ ଦୂର? | Postpartum Depression in Odia | Swagatika Samantaray
Swagatika Samantaray27 April 202222:551.8K views
About this video
ପ୍ରସବ ପରେ ମହିଳାମାନଙ୍କର ଶାରୀରିକ ପରିବର୍ତ୍ତନ ହେବା ସ୍ୱଭାବିକ। କିନ୍ତୁ, ଅନେକ ସମୟରେ ମାନସିକ, ଭାବନାତ୍ମକ ତଥା ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଥାଏ, ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ୍ ବା ପ୍ରସବ ପରର ଅବସାଦ ବୋଲି ମଧ୍ୟ କୁହାଯାଏ। ତେବେ ଏହା ହେବାର କାରଣ କ’ଣ? ଏଥିରୁ ସେମାନେ ମୁକୁଳିବେ କିପରି? ଏ ସମସ୍ତ ବିଷୟରେ ଆସନ୍ତୁ ମନସ୍ତତ୍ୱବିତ୍ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି, ଜାଣିବା।