ରୁମାଟିକ୍‌ ହୃଦ୍‌ରୋଗ: କାହିଁକି ହୁଏ? | Rheumatic Heart Disease: How to Treat? Odia | Dr Debashish Nayak

Dr Debashish Nayak30 January 202412:472.6K views

About this video

ରୁମାଟିକ୍‌ ହୃଦ୍‌ ସମସ୍ୟାରେ ହୃଦୟର ଚାମ୍ବରଗୁଡ଼ିକ ସମ୍ପୂର୍ଣ୍ଣଭାବରେ ନଷ୍ଟ ହୋଇଯାଇଥାଏ। ଏହା ଏକ ଗୁରୁତର ସମସ୍ୟା। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକଙ୍କଠାରୁଏହି ସମସ୍ୟାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।