Skip to main content

ଗର୍ଭାବସ୍ଥାରେ ହାଇ ବ୍ଲଡ୍‌ପ୍ରେସର: କାରଣ ଓ ନିୟନ୍ତ୍ରଣ | High BP during Pregnancy | Dr Asit Kumar Jena

Dr Asit Kumar Jena11 August 202615:53290 views

About this video

ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପକୁ ଡାକ୍ତରୀ ଭାଷାରେ ପ୍ରିଏକ୍ଲାମ୍ପସିଆ କୁହାଯାଏ। ପ୍ରିଏକ୍ଲାମ୍ପସିଆ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଠିକ ଯତ୍ନ ଏବଂ ଖାଦ୍ୟପେୟ ଜରୁରୀ ଅଟେ। ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ହେବାର କାରଣ କ’ଣ? ଗର୍ଭାବସ୍ଥାରେ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଶିତ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।