ଛୋଟ ଛୁଆକୁ ଜଣ୍ଡିସ୍ ହେଲେ କେମିତି ଚିହ୍ନିବେ? |Dr Nirmal Kumar Mohakud on Infant jaundice in Odia
About this video
ନବଜାତ ଶିଶୁଠାରେ କେଉଁ ଭଳି ଲକ୍ଷଣ ଦେଖାଦେଲେ ଜଣ୍ଡିସ୍ ରୋଗ ହୋଇଛି ବୋଲି ଜାଣିବା? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।