Skip to main content

ବେହୋସ (ମୂର୍ଚ୍ଛାରୋଗ): କାରଣ ଓ ପ୍ରାଥମିକ ଚିକିତ୍ସା | Why do people suddenly Faint? | Dr Debasish Hota

Dr Debasish Hota30 July 20269:34525 views

About this video

ମୂର୍ଚ୍ଛାରୋଗ ହେଉଛି ଏକ ମସ୍ତିଷ୍କଜନିତ ସ୍ନାୟୁଗତ ରୋଗ। ଅନେକ ସମୟରେ ଏହା ସାଧାରଣ। କିନ୍ତୁ ଯଦି କେହି ବାରମ୍ବାର ବେହୋସ ବା ମୂର୍ଚ୍ଛା ହୋଇଯାଉଛନ୍ତି, ତେବେ ଏହା କୌଣସି ମାରତ୍ମକ ରୋଗକୁ ସୂଚାଇଥାଏ। ମୂର୍ଚ୍ଛାରୋଗର ପ୍ରାଥମିକ ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ହୋତାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।