କାହାକୁ ହୋଇପାରେ ହ୍ୱାଇଟ୍ ଫଙ୍ଗସ୍?। Dr Sunil Kota on White Fungus in Odia | Symptoms & Treatment
Dr Sunil Kota1 June 202110:345.3K views
About this video
କୋଭିଡ୍-୧୯ର ସଂକ୍ରମଣ ଭିତରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ ଓ ହ୍ୱାଇଟ୍ ଫଙ୍ଗସ୍ର ଭୟାବହତା ଦେଖିବାକୁ ମିଳୁଛି। କୋଭିଡ୍-୧୯ରେ ଆକ୍ରାନ୍ତ ରୋଗୀମାନେ ବ୍ଲାକ୍ ଫଙ୍ଗସ୍ (ମ୍ୟୁକରମାଇକୋସିସ୍)ର ଶିକାର ହେଉଥିବା ବେଳେ ବର୍ତ୍ତମାନ ହ୍ଵାଇଟ୍ ଫଙ୍ଗସ୍ରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏହି ହ୍ୱାଇଟ୍ ଫଙ୍ଗସ୍ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ।