Skip to main content

ମହିଳାଙ୍କୁ ଡାଏବେଟିସ୍ ହେଲେ ଅନ୍ୟ କେଉଁ କେଉଁ ସମସ୍ୟା ଦେଖାଦିଏ? | Diabetes in Women | Dr Sweekruti Jena

Dr Sweekruti Jena20 October 20262:54780 views

About this video

ମହିଳାଙ୍କଠାରେ ଡାଏବେଟିସ୍‌ ହେଲେ ବିଭିନ୍ନ ସମସ୍ୟା ଦେଖାଦେଇପାରେ। ତେଣୁ ଏହାର ଲକ୍ଷଣକୁ ଅଣଦେଖା ନକରି ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ମହିଳାଙ୍କୁ ଡାଏବେଟିସ୍ ହେଲେ ଅନ୍ୟ କେଉଁ କେଉଁ ସମସ୍ୟା ଦେଖାଦିଏ? Diabetes in Women can affect more than just blood sugar it impacts hormones, heart health, fertility, and even mental well-being. Recognizing symptoms early, maintaining a balanced diet, exercising regularly, and routine check-ups are key to managing Diabetes effectively. What are the complications of Diabetes in Women? Let’s learn more from Dr Sweekruti Jena, an Endocrinologist. What are the complications of Diabetes in Women? in Odia