ବେକ ଓ କାନ୍ଧରେ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?| Dr Smarajit Patnaik on Neck and Shoulder Pain in Odia

Dr Smarajit Patnaik27 October 20209:24116K views

About this video

ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟ ପିଲା, ଆଜିକାଲି ପ୍ରାୟ ସମସ୍ତଙ୍କର ବେକ ଓ କାନ୍ଧ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ୩୦ରୁ ୫୦ ବର୍ଷ ବୟସ ମଧ୍ୟରେ ବେକ ଓ କାନ୍ଧ ବିନ୍ଧା ଅଧିକ ହୋଇଥାଏ। ଯେଉଁ ଲୋକମାନେ ଗୋଟିଏ ସ୍ଥାନରେ ଅଧିକ ସମୟ ପାଇଁ ଭୁଲ ଶୈଳୀରେ ବସି ରହୁଛନ୍ତି, ସେମାନଙ୍କଠାରେ ବେକ ଓ କାନ୍ଧ ବିନ୍ଧା ସମସ୍ୟା ଅଧିକ ରହୁଛି। ତେବେ, ବେକ ଓ କାନ୍ଧ ବିନ୍ଧାରୁ କେମିତି ପାଇବେ ମୁକ୍ତି? ଏନେଇ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।