ଘୁଙ୍ଗୁଡ଼ି ହେଲେ କ’ଣ କରିବେ? | How to Stop Snoring? in Odia | Dr Diptiman Baliarsingh
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଘୁଙ୍ଗୁଡ଼ି ହେଉଛି ଏକ ସାଧାରଣ ସମସ୍ୟା। ଏହି ସମସ୍ୟା କାହାକୁ ବି ହୋଇପାରେ। ଘୁଙ୍ଗୁଡ଼ିକୁ କେମିତି ରୋକିବେ? ଆସନ୍ତୁ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Snoring is noisy breathing while you sleep. What is the main cause of Snoring? How to stop Snoring? Let's know more from Dr Diptiman Baliarsingh, ENT Specialist.