୧୫-୧୮ ବର୍ଷର ପିଲାଙ୍କ ପାଇଁ ଆସିଲା କୋଭିଡ୍ ଟିକା | Dr Palash Das on COVID vaccination for 15-18 age group
About this video
ଦେଶରେ କରୋନା ମୁକାବିଲା ପାଇଁ ୧୮ ବର୍ଷରୁ ଅଧିକ ନାଗରିକଙ୍କର ଟିକାକରଣ ଚାଲିଥିବା ବେଳେ ଏବେ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇସାରିଛି। ତେବେ ଏହି ବର୍ଗର ପିଲାମାନେ ଟିକାକରଣ ନେବା କାହିଁକି ଜରୁରୀ ଏବଂ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଟିକା କେବେ ଆସିବ? ସେନେଇ ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କଠାରୁ ଅଧିକ ଜାଣିବା।