‘ଋତୁସ୍ରାବ’ ଲାଜ ଛାଡ଼ି ଡାକ୍ତରଙ୍କୁ ପଚାର | Periods - Ask A Doctor, in Odia | Dr Chinmayee Kar
About this video
ପିରିୟଡସ୍ ଜନିତ କୌଣସି ପ୍ରଶ୍ନ ଥିଲେ କମେଣ୍ଟ କରି ଜଣାନ୍ତୁ। ପିରିୟଡ୍ସ ବା ଋତୁସ୍ରାବ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ପ୍ରତିମାସରେ କିଶୋରୀ ଏବଂ ମହିଳାମାନେ ପିରିୟଡ୍ସ ଦେଇ ଗତି କରନ୍ତି। କିନ୍ତୁ ଏବେ ବି ପିରିଅଡସ ପ୍ରତି ଅନେକଙ୍କ ମାନସିକତା – ଲାଜ – ସଙ୍କୋଚ ଦୂରେଇ ନାହିଁ। ଋତୁସ୍ରାବ ଭଳି ଏହି ସ୍ୱାଭାବିକ ପ୍ରକ୍ରିୟା ଝିଅମାନଙ୍କ ପାଇଁ ସମସ୍ୟା ଓ ସଂକୋଚର ବିଷୟ ହୋଇରହିଛି। ଏହି କାରଣରୁ ସେମାନଙ୍କ ଜୀବନ ବିଭିନ୍ନ ପ୍ରକାରରେ ପ୍ରଭାବିତ ହେଉଛି। ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଜାଣିବା ପିରିୟଡସ୍ ଜନିତ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା, ସ୍ଵଚ୍ଛତା ଓ ପରିଚ୍ଛନତା ବିଷୟରେ। Comment below and let us know if you have any questions about Periods! Menstruation is a natural physiological process experienced by adolescent girls and women. However, stigma associated with periods persists in society. By breaking the silence and encouraging empathy, we can dispel misconceptions, alleviate shame, and empower individuals to embrace their bodies' natural processes. Let's get all our questions about periods answered by Dr Chinmayee Kar, an Obstetrician & Gynaecologist.