ଗଣ୍ଠିବାତ ରୋଗକୁ ଜାଣନ୍ତୁ ଓ ଜିଣନ୍ତୁ | Dr Pradeepta Sekhar Patro on Arthritis | Causes & Treatment
About this video
ସାଧାରଣତଃ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗକୁ ଲୋକେ ଚିହ୍ନିପାରନ୍ତି ନାହିଁ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଲେ ପେନକିଲର୍ ଖାଇ ରହିଯା’ନ୍ତି। ହେଲେ ଭବିଷ୍ୟତରେ ଏହା ଆମ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ଗଣ୍ଠିବାତ ରୋଗ କ’ଣ ଓ ଏହାର ଚିକିତ୍ସା କିଭଳି କରିବା ଦରକାର ସେନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଜାଣିବା। ଭିଡିଓକୁ ଲାଇକ୍ କରନ୍ତୁ ଏବଂ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ।