ଜଣ୍ଡିସ୍ କାହିଁକି ହୁଏ? | Jaundice - Causes & Treatment in Odia | Dr Shakti Prasad Choudhury
About this video
ଲିଭର ଜଣ୍ଡିସ୍ ହେଲେ ଆଖିର ଧଳାଭାଗ, ଜିଭ, ହାତ ପାଦ ଆଦି ହଳଦିଆ ପଡ଼ିଯାଏ। ହେଲେ ଜଣ୍ଡିସ୍ର କାରଣ କ’ଣ? ଏହାର ଲକ୍ଷଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ, ଆସନ୍ତୁ ଜାଣିବା।