Skip to main content

ଅସହ୍ୟ ଅଣ୍ଟା ବିନ୍ଧାରୁ ମୁକ୍ତି ଦେବ ଏହି ଏକ୍ସରସାଇଜ | Exercises for Back Pain in Odia | Rashmita Pandab

Rashmita Pandab2 October 20217:10214K views

About this video

ପ୍ରତ୍ୟେକ ବ୍ୟକ୍ତି ଜୀବନରେ କେବେ ନା କେବେ ଅଣ୍ଟା ବିନ୍ଧାର ଶିକାର ହୋଇଥାଆନ୍ତି। ହେଲେ ଏହାର କାରଣ ଭିନ୍ନ ଭିନ୍ନ ହୋଇପାରେ। ତେବେ କେଉଁ ସବୁ ଏକ୍ସରସାଇଜ୍‌ କଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିବ? ଏନେଇ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।