ଖାଦ୍ୟରେ କେଉଁ ତେଲ କେତେ ପରିମାଣରେ ଖାଇବେ? | How much Oil is Healthy? in Odia | Dr Sambit Das

Dr Sambit Das15 March 20262:561.2K views

About this video

ଭଲ ତେଲ ଶରୀରକୁ ସୁସ୍ଥ ଫ୍ୟାଟ୍‌ ଯୋଗାଇଥାଏ ଏବଂ ଶରୀରକୁ ସୁସ୍ଥ ରଖିବାରେ ସହାଯ୍ୟ କରେ; କିନ୍ତୁ ତେଲ ସଠିକ ପରିମାଣରେ ବ୍ୟବହାର କରିବା ନିହାତି ଜରୁରୀ। କାରଣ ଖାଦ୍ୟରେ ଅଧିକ ତେଲ ବ୍ୟବହାର କଲେ ମୋଟାପଣ, ହୃଦରୋଗ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତୁ, ଏନେଇ ଅଧିକ ଜାଣିବା ଡାଏବେଟିସ୍‌ ସ୍ପେଶାଲିଷ୍ଟ ଡାକ୍ତର ସମ୍ବିତ ଦାସଙ୍କଠାରୁ, ଏହି ଭିଡିଓରେ। ଖାଦ୍ୟରେ କେଉଁ ତେଲ କେତେ ପରିମାଣରେ ଖାଇବେ? Healthy oils provide essential fatty acids and vitamins that support heart health, improve digestion, and help the body absorb important nutrients. However, excess consumption may lead to weight gain and other health problems. Let’s learn more about which oil to choose and how much you should include in your daily diet from Dr Sambit Das, a Diabetes Specialist. How much oil should you consume for good health?