ଶିଶୁର ନାଭି ଶୁଖୁନି କି? | Umbilical Cord Infection in Newborns in Odia | Dr Kanhu Panda
About this video
ସାଧାରଣତଃ ନବଜାତ ଶିଶୁର ନାଭି ଶୁଖିବା ପାଇଁ ୧ ରୁ ୩ ସପ୍ତାହ ସମୟ ଲାଗିଥାଏ। ଯଦି ଏହା ୨-୩ ସପ୍ତାହରୁ ଅଧିକ ସମୟ ଧରି ଶୁଖୁ ନାହିଁ, ତା'ହେଲେ ନାଭିରେ ସଂକ୍ରମଣ ହୋଇଥାଇପାରେ। ତେଣୁ, ନବଜାତ ଶିଶୁର ନାଭିର ସଠିକ ଭାବେ ଯତ୍ନ ନେବା ଆବଶ୍ୟକ। ଆସନ୍ତୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।