ଗର୍ଭଧାରଣ ଯୋଜନା କରୁଛନ୍ତି କି? | Things to Know Before Planning for Pregnancy? | Dr Priyadarshini
About this video
ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯଦି ଘରଟି ତରବରିଆ ଭାବରେ ହୋଇଥାଏ, ତାହାର ସୌନ୍ଦର୍ଯ୍ୟ ମନକୁ ଛୁଇଁପାରେନି। ଠିକ୍ ସେହିଭଳି ସୁସ୍ଥ ଶିଶୁଟିଏ ପାଇଁ ଆଗରୁ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞ ଦ୍ୱାରା ପରାମର୍ଶ ନେଲେ ଓ ନିୟମିତ ଚେକ୍ଅପ୍ କଲେ ଗର୍ଭଜନିତ ଗୁରୁତର ଜଟିଳତା ବା ହାଇ ରିସ୍କ ଗର୍ଭଧାରଣକୁ ଏଡ଼ାଇପାରିବା। ଆସନ୍ତୁ ଏ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଅଧିକ ଜାଣନ୍ତୁ। Are you nervous about becoming a parent? Parenthood and childbirth require both physical and mental readiness. It is normal to feel anxious and uncertain during the process. Did you know that there are many health professionals who provide support in preparing for parenthood? From helping you overcome conceiving stress to assisting you during and after your childbirth. Let’s hear more from Dr Priyadarshini Tripathy, an Obstetrician & Gynaecologist on the things you may need to know before you plan pregnancy.