ମହିଳାମାନେ କିପରି ନିଜକୁ ଫିଟ୍ ରଖିବେ? | Tips for Women to Stay Fit, in Odia | Dr Harpreet Kaur
About this video
ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଫଳରେ ମହିଳାମାନେ ରୋଗରୁ ଦୂରେଇ ରହିପାରିବା ସହିତ ଏକ ଫିଟ୍ ଜୀବନଶୈଳୀ ବଞ୍ଚିପାରିବେ। ମହିଳାମାନେ କେମିତି ନିଜକୁ ସୁସ୍ଥ ଏବଂ ଫିଟ୍ ରଖିପାରିବେ ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହର୍ପ୍ରିତ୍ କୌରଙ୍କଠାରୁ ଆସନ୍ତୁ ଜାଣିବା। ମହିଳାମାନେ କିପରି ନିଜକୁ ଫିଟ୍ ରଖିବେ? Staying fit and healthy is essential for women's overall well-being. By incorporating regular exercise, balanced nutrition, and self-care practices into their daily routines, women can boost their physical and mental health, prevent disease, and enhance their quality of life. Let's learn more from Dr Harpreet Kaur, a Gynaecologist. Tips for Women to Stay Fit, in Odia