ହାଡ଼ ସଂକ୍ରମଣ – କାହିଁକି ହୁଏ? | Bone Infections/ Osteomyelitis in Odia | Dr Bhagyashree Singh
About this video
ଅଷ୍ଟିଓମାଇଲାଇଟିସ୍ ହେଉଛି ଏକ ପ୍ରକାର ହାଡ଼ ଜନିତ ସଂକ୍ରମଣ। ତେବେ ଏହା କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣକୁ ନେଇ ମସ୍କୁଲୋସ୍କେଲିଟାଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ କ’ଣ କଂହୁଛନ୍ତି, ଆସନ୍ତୁ ଜାଣିବା।