କେମିତି ରୋକିବା ସର୍ଭାଇକଲ କ୍ୟାନସର? | Dr Ranjit Kumar Joshi on Prevention of Cervical Cancer in Odia
About this video
ସ୍ତନ କର୍କଟ ପରେ ମହିଳାଙ୍କଠାରେ ଦେଖାଦେଉଥିବା ଦ୍ଵିତୀୟ ବୃହତ୍ତମ କ୍ୟନସର ହେଉଛି ସର୍ଭାଇକଲ କ୍ୟାନସର। ଆପଣ ଜାଣିଛନ୍ତି କି, ସର୍ଭାଇକଲ କ୍ୟାନସର ହେବାକୁ ଆମେ ରୋକିପାରିବା। ଏଥିପାଇଁ ପ୍ରତିଷେଧକ ‘ଟିକା’ ରହିଛି। ଏହି ଟିକା ୯ ବର୍ଷରୁ ଅଧିକ ବୟସର ଝିଅମାନେ ନେଇପାରିବେ। ଆସନ୍ତୁ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଅଧିକ ଜାଣିବା।