ବଦ୍ହଜମୀ ସମସ୍ୟା: କେମିତି କରିବେ ଦୂର? | Indigestion: How to get Relief? in Odia | Yasmin Habib
About this video
ଆମର ଅସ୍ଵାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଆମକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି। ସେଥିମଧ୍ୟରୁ ଗ୍ୟାସ୍ ଓ ବଦ୍ହଜମୀ ଅନ୍ୟତମ। ଆସନ୍ତୁ ଡାଏଟିସିଆନ୍ ଯସ୍ମିନ୍ ହବିବ୍ଙ୍କଠାରୁ ଜାଣିବା ବଦ୍ହଜମୀ ହେବାର କାରଣ କ’ଣ ଓ କ’ଣ ଖାଇଲେ ଏଭଳି ସମସ୍ୟା ହେବ।