Skip to main content

ପିଲାଙ୍କଠାରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି | Immunodeficiency in Children, in Odia | Dr Debasis Patro

Dr Debasis Patro4 June 20263:36260 views

About this video

ଛୋଟ ପିଲାଙ୍କଠାରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବିଭିନ୍ନ ସଂକ୍ରମଣ ହୋଇଥାଏ। ତେବେ ଏହାର କାରଣ କ’ଣ? କିପରି ଜାଣିବେ ପିଲାର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ବୋଲି? ଆସନ୍ତୁ ବିଶିଷ୍ଟ ପେଡିଆଟ୍ରିକ୍ ରୁମାଟୋଲୋଜିଷ୍ଟ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଜାଣିବା।