Skip to main content

ଅଣ୍ଡକୋଷ ଫୁଲୁଛି କି? କ'ଣ ହୋଇପାରେ କାରଣ? | Hydrocele: How to Treat? in Odia | Dr Sarbjit Mohapatra

Dr Sarbjit Mohapatra25 August 20266:31167 views

About this video

ହାଇଡ୍ରୋସିଲ ହେଉଛି ଏମିତି ଏକ ସମସ୍ୟା ଯେଉଁଥିରେ ଅଣ୍ଡକୋଷର ଥଳିରେ ପାଣି ଜମା ହେବା ଯୋଗୁଁ ଏହାର ଆକାର ବଡ଼ ହୋଇଯାଇଥାଏ। ଏହି ସମସ୍ୟାର ବିଭିନ୍ନ କାରଣ ରହିଛି। ତେଣୁ ସଠିକ୍ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଆବଶ୍ୟାକ। ଅଣ୍ଡକୋଷ ଫୁଲିଗଲେ କେମିତି ଜାଣିବେ? ଅଣ୍ଡକୋଷ ଫୁଲିଗଲେ ଚିକିତ୍ସା କିପରି ହୁଏ? ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସରବଜିତ ମହାପାତ୍ର ଏନେଇ କ’ଣ କହୁଛନ୍ତି ଜାଣିବା।