ଡାଏବେଟିସ୍‌ ରୋଗୀ ଫଳ ଖାଇପାରିବେ କି? | Fruits For Diabetics in Odia | Dr Shiv Kumar Lath

Dr Shiv Kumar Lath20 April 20223:5336K views

About this video

ଡାଏବେଟିସ୍‌କୁ ନେଇ ଲୋକଙ୍କ ମନରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଡାଏବେଟିସ୍‌ ରୋଗୀ ଫଳ ଖାଇପାରିବେ ନା ନାହିଁ, ଯଦି ଖାଇବେ କେଉଁ ଫଳ ଖାଇବେ କେଉଁ ଫଳ ଖାଇବେ ନାହିଁ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଡାଏବେଟୋଲୋଜିଷ୍ଟ ଡାକ୍ତର ଶିବ କୁମାର ଲାଥ, ଆସନ୍ତୁ ଜାଣିବା।