Skip to main content

ଛୁଆଙ୍କଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା | Dr Ranjit Joshi on Post-COVID Syndrome in Children

Dr Ranjit Kumar Joshi24 June 20218:034.3K views

About this video

କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।