ଛୁଆଙ୍କଠାରେ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା | Dr Ranjit Joshi on Post-COVID Syndrome in Children
About this video
କୋଭିଡ୍ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।