ଅକ୍ସିଜେନ୍ ଥେରାପି କ’ଣ ଓ କେମିତି ନେବେ? | Dr Samir Sahu on Oxygen for COVID Patient in Odia

Dr Samir Sahu30 April 202111:307.7K views

About this video

ଯେଉଁ ବ୍ୟକ୍ତିଙ୍କ ଶରୀରରେ ଅକ୍ସିଜେନ୍‌ ବା ଅମ୍ଳଜାନର ସ୍ତର ହ୍ରାସ ପାଏ, ତାଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଜଣଙ୍କୁ ଅକ୍ସିଜେନ୍‌ ଥେରାପି ଦରକାର ପଡ଼େ? କରୋନା ଆକ୍ରାନ୍ତଙ୍କୁ ଏହା କିପରି ସାହାଯ୍ୟ କରିବ? ଏନେଇ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।