ପିଲାଙ୍କଠାରେ ମୋଟାପଣ: କେମିତି କମିବ? | Obesity in Children in Odia | Dr Debendra Kumar Sethi
About this video
ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଫାଷ୍ଟଫୁଡ୍ ଖାଇବା ଯୋଗୁଁ ପିଲାଙ୍କଠାରେ ଧୀରେ ଧୀରେ ଓଜନ ବଢ଼ିଥାଏ। ଫଳରେ ପିଲାଙ୍କର ଅଳ୍ପ ବୟସରୁ ନାନାଦି ସମସ୍ୟା ଯେପରିକି, ଡାଏବେଟିସ୍, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ପିଲାଙ୍କର ଓଜନ କେମିତି କମାଇବେ? ବାପାମା’ଙ୍କର କର୍ତ୍ତବ୍ୟ କ’ଣ ରହିବ? ଏନେଇ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର କୁମାର ସେଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Childhood obesity has become a common sight because of today’s lifestyle. It can have some adverse affects on your child’s health such as early diagnosis of diabetes or high blood pressure. Whereas, a sudden or improperly planned weight loss can be followed by fatigue and constant tiredness. So how can we reduce obesity among children? What kind of diet should be followed? Let's know more from Dr Debendra Kumar Sethi, a Paediatrician.