ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍‌ର ଲକ୍ଷଣ । Dr Girish Kumar Pati on COVID-19 in Odia

Dr Girish Kumar Pati20 May 202112:173.7K views

About this video

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଲୋକଙ୍କ ପାଖରେ ଜର, ଥଣ୍ଡା, ଗଳାରେ ଯନ୍ତ୍ରଣା, ଦେହ ବଥା, କମ୍‌ଜୋର ଲାଗିବା, ସ୍ୱାଦ ଓ ବାସ୍ନା ନ ବାରିପାରିବା, ଭୋକ ନହେବା, ମୁଣ୍ଡ ବିନ୍ଧିବା ଇତ୍ୟାଦି ଳକ୍ଷଣ ଦେଖାଗଲେ କରୋନା ଟେଷ୍ଟ କରୁଥିଲେ। କିନ୍ତୁ, ବର୍ତ୍ତମାନ ସମୟରେ ପତଳା ଝାଡ଼ା ଏବଂ ପେଟ ଯନ୍ତ୍ରଣା ହେବା ମଧ୍ୟ କୋଭିଡ୍‌ର ଲକ୍ଷଣ ବୋଲି କୁହାଯାଉଛି। ଏବିଷୟରେ ଅଧିକ ଜାଣନ୍ତୁ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତିଙ୍କଠାରୁ।