କୋଭିଡ୍ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା । Post-COVID Syndrome in Odia | Dr Prashanta Ranjan Behera
About this video
କୋଭିଡ୍ରୁ ସୁସ୍ଥ ହେବା ପରେ ଅଧିକାଂଶ କୋଭିଡ୍ ରୋଗୀଙ୍କର ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦେଉଛି, ଯାହାକୁ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ବୋଲି କୁହାଯାଏ। ତେବେ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। After recovering from COVID, most COVID patients experience dizziness, weakness, and fatigue, called Post Covida Syndrome. So what is Post Covid Syndrome? Learn more from Dr Prashanta Ranjan Behera, a Critical Care Medicine Specialist.