ମୋଟା ପିଲାର ଓଜନ କେମିତି କମିବ? | Obesity in Children in Odia | Dr Pradeep Kumar Dey
About this video
ଆଜିକାଲି ଛୋଟ ଛୁଆଙ୍କର ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଛୁଆ ବୟସରେ ମେଦ ବହୁଳତା ଯୋଗୁଁ ଡାଏବେଟିସ୍, ବ୍ଲଡ୍ ପ୍ରେସର, ମୋଟାପଣ ଏବଂ ହୃଦ୍ରୋଗ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ତେଣୁ ପିଲାଙ୍କ ଡାଏଟ୍ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ଛୋଟ ପିଲାଙ୍କ ମୋଟାପଣ କମାଇବା ପାଇଁ କ'ଣ ଖାଇବାକୁ ଦେବେ? ଆସନ୍ତୁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ଙ୍କଠାରୁ ଜାଣିବା। ଛୁଆଙ୍କର ମୋଟାପଣ କମେଇବା ପାଇଁ ଡାଏଟ୍ Childhood Obesity is a growing concern & a balanced diet plays a key role in addressing it. Regular meal timings & proper portion control help prevent overeating. How to reduce Obesity? Let’s learn more from Dr Pradeep Kumar Dey, a Paediatrician. Diet to reduce Obesity in Children, in Odia