Skip to main content

ଭୀଷଣ କାନ୍ଧ ବିନ୍ଧା: କେମିତି ପାଇବେ ମୁକ୍ତି? | Shoulder Pain: How to get relief? | Dr Harekrushna Sahu

Dr Harekrushna Sahu28 May 202610:411.1K views

About this video

ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟ ପିଲା, ଆଜିକାଲି ସମସ୍ତଙ୍କର କାନ୍ଧ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସାଧାରଣତଃ ୩୦ରୁ ୫୦ ବର୍ଷ ବୟସ ମଧ୍ୟରେ କାନ୍ଧ ବିନ୍ଧା କିମ୍ବା ଫ୍ରୋଜନ୍‌ ସୋଲଡର ସମସ୍ୟା ଦେଖାଯାଏ। କାନ୍ଧ ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି? ଆସନ୍ତୁ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ହରେକୃଷ୍ଣ ସାହୁଙ୍କଠାରୁ ଅଧିକ ଜାଣିବା।