Skip to main content

ଅଂଶୁଘାତରୁ କିପରି ପାଇବେ ରକ୍ଷା? | How to Prevent Sunstroke? in Odia | Dr Pragyan Kumar Routray

Dr Pragyan Kumar Routray16 June 20263:20298 views

About this video

ସାଧାରଣତଃ ଖରା ଦିନରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍‌ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥାଏ। ସନ୍‌ଷ୍ଟ୍ରୋକ୍‌ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ ଦେଖାଦିଏ। ତେଣୁ, ଖରାଦିନେ ନିଜକୁ ହାଇଡ୍ରେଟ୍‌ ରଖିବା ଜରୁରୀ। ଆସନ୍ତୁ, ଏନେଇ ଅଧିକ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟଙ୍କଠାରୁ ଏହି ଭିଡିଓରେ। ସନ୍‌ଷ୍ଟ୍ରୋକ୍‌ର ଲକ୍ଷଣ କ’ଣ? ସନ୍‌ଷ୍ଟ୍ରୋକ୍‌ର ଲକ୍ଷଣ ଥିଲେ ପ୍ରାଥମିକ ଚିକିତ୍ସା କ’ଣ? ଖରାଦିନେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ କେଉଁ ଫଳ ଖାଇବେ? Sunstroke, also known as heatstroke, is more than just feeling overheated, it's a serious condition caused by prolonged exposure to high temperatures. It can strike suddenly with symptoms like a racing heartbeat, confusion, nausea & even unconsciousness. So, how can you stay hydrated in the scorching heat? How to prevent Sunstroke? Let's learn more from Dr Pragyan Kumar Routray, a Medicine Specialist. What is Sunstroke/ Heatstroke? in Odia First Aid for Sunstroke, in Odia What fruits should you eat to stay hydrated? in Odia