ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das
About this video
ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ ବଢ଼ିବାର ସବୁଠାରୁ ବଡ଼ କାରଣ ହେଉଛି ଖାଦ୍ୟପେୟ ଏବଂ ଶାରୀରିକ ବ୍ୟାୟାମର ଅଭାବ। ଏହି କାରଣରୁ ପିରିୟଡସ୍ ଅନିୟମିତତା, ପିସିଓଏସ୍ ଭଳି ବିଭିନ୍ନ ରୋଗ ମହିଳାଙ୍କଠାରେ ଦେଖିବାକୁ ମିଳୁଛି। ଏହାର ଚିକିତ୍ସା କିପରି ହୁଏ? ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵର୍ଣ୍ଣିମା ଦାସଙ୍କଠାରୁ ଏବିଷୟରେ ଅଧିକ ଜାଣିବା।