ପ୍ଲାଜମା ଥେରାପି କ'ଣ? | Plasma Therapy Explained | Dr Jyoti Ranjan Parida
About this video
କରୋନା ମୁକାବିଲା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପି ଏକମାତ୍ର ଚିକିତ୍ସା ଭାବେ ଉଭା ହୋଇଛି। ଓଡ଼ିଶାରେ ଏହାର ସଫଳ ପରୀକ୍ଷଣ ହେବା ପରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ସଚେତନ କରାଯାଉଛି। ତେବେ କ'ଣ ଏହି ପ୍ଲାଜମା ଥେରାପି? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସନ୍ତୁ (8:30 )