Skip to main content

ଗୋଇଠି ଓ ପାଦରେ ଅସହ୍ୟ ବ୍ୟଥା ହେବାର କାରଣ କ’ଣ? | Foot & Heel Pain in Odia | Dr Shakti Swaroop

Dr Shakti Swaroop2 September 20264:434.1K views

About this video

ସାଧାରଣତଃ ବେଶୀ ସମୟ ଛିଡ଼ା ହୋଇ ରହିଲେ, ଅଧିକ ସମୟ ଚଲାବୁଲା କଲେ ଗୋଇଠି ଓ ତଳି ପାଦରେ ଯନ୍ତ୍ରଣା ହୋଇଥାଏ। କିଛି ସମୟ ପରେ ଏହା ଭଲ ହୋଇଯାଇଥାଏ। ହେଲେ ଅନେକ ସମୟରେ ଏହି ଯନ୍ତ୍ରଣା ଲାଗି ରୁହେ ଓ ଯନ୍ତ୍ରଣା ବଢ଼ି ଚାଲେ। ଗୋଇଠି ଓ ପାଦରେ କାହିଁକି ବ୍ୟଥା ହୁଏ? ଆସନ୍ତୁ, ବିଶିଷ୍ଟ ହାଡ଼ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତିଙ୍କଠାରୁ ଏନେଇ ଅଧିକ ଜାଣିବା। ଗୋଇଠି ଓ ପାଦରେ ଅସହ୍ୟ ବ୍ୟଥା ହେବାର କାରଣ କ’ଣ? Foot and Heel Pain can make it difficult to walk, climb stairs, exercise, or even carry out everyday activities. What are the causes of Foot and Heel Pain? Let’s learn more from Dr Shakti Swaroop, Orthopaedic, Foot & Ankle Specialist. What causes Foot and Heel Pain? in Odia