କୋଭିଡ୍‌ର ତୃତୀୟ ଲହରରେ ଶିଶୁଙ୍କ ଉପରେ ପ୍ରଭାବ । Dr Ranjit Joshi on COVID 3rd Wave Impact on Children

Dr Ranjit Joshi13 June 20218:258.5K views

About this video

ବର୍ତ୍ତମାନ କୋଭିଡ୍‌ର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ଏଥିରେ ପିଲାମାନେ ବିଶେଷ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ ପିଲାଙ୍କ ଉପରେ କୋଭିଡ୍‌ ତୃତୀୟ ଲହରର ଭୟାବହତା କେତେ? ପିଲାଙ୍କୁ ସୁରକ୍ଷିତ କିପରି ରଖାଯାଇପାରିବ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ।