ଗ୍ଲୋଇଙ୍ଗ୍ ତ୍ୱଚା ପାଇଁ କ’ଣ କରିବେ? | How to Get Glowing Skin? in Odia | Dr Monali Pattnaik
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସୁସ୍ଥ, ଚମକଦାର ଓ ଗ୍ଲୋଇଙ୍ଗ୍ ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରଡକ୍ଟ ଏବଂ ଉପାୟ ଆପଣେଇଥାଆନ୍ତି। ବାରମ୍ବାର ପାର୍ଲର ଯାଇ ନିଜ ତ୍ୱଚା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ତେବେ ସୁସ୍ଥ ତ୍ୱଚା ପାଇଁ କ’ଣ କରିବେ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। People adopt various products and ways to have healthy, glowing skin. They often go to the parlor and spend a lot of money on their skin. How to get Glowing Skin? Let's know more from Dr Monali Pattnaik, a Dermatologist.